Meaning : ଜନ୍ତୁ, ପକ୍ଷୀଆଦିଙ୍କ ଶରୀର ପଛରେ ଥିବା ଲମ୍ବା ଭାଗ
Example :
ଗାଈ, ମଇଁଷିଆଦି ଲାଞ୍ଜରେ କୀଟପତଙ୍ଗମାନଙ୍କୁ ଉଡ଼ାନ୍ତି
Translation in other languages :
The posterior part of the body of a vertebrate especially when elongated and extending beyond the trunk or main part of the body.
tailMeaning : ପଶୁଙ୍କ ଶରୀରର ପଛରେଥିବା ଲମ୍ବା ଭାଗ
Example :
କୁକୁର ଦେହକୁ ଆଉଁସିଲେ ସେ ଲାଙ୍ଗୁଡ଼ ହଲାଏ
Translation in other languages :
Tail especially of a mammal posterior to and above the anus.
caudal appendage