Subscribe
URL of the page has been copied to clipboard.
Meaning : ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଡେଇଁକରି ଯିବାର ପ୍ରକ୍ରିୟା
Example : ସେ ଗୋଟିଏ ଡିଆଁରେ ନର୍ଦ୍ଦମା ପାରି ହୋଇଗଲା
Synonyms : କୁଦ, ଡିଆଁ
Meaning : ଲମ୍ଫଦେବାର କ୍ରିୟା ବା ଭାବ
Example : ସିଂହ ଗୋଟିଏ ଲମ୍ଫରେ ମେଣ୍ଢାଛୁଆକୁ ଧରି ଝାମ୍ପିନେଲା
Translation in other languages :हिन्दी English
झपटने की क्रिया या भाव।
A very rapid raid.
Install App