Meaning : ହିନ୍ଦୁମାନଙ୍କ ଷୋଡ଼ଶ ସଂସ୍କାର ମଧ୍ୟରୁ ଏକ ସଂସ୍କାର ଯେଉଁଥିରେ ଶିଶୁର ମୁଣ୍ଡନ କରାଯାଏ
Example :
ସେ ବାରଣାସୀରେ ତାଙ୍କ ଶିଶୁର ମୁଣ୍ଡନ କରାଇଥିଲେ
Synonyms : ମୁଣ୍ଡନ
Meaning : ବିଶେଷ କରି ଗାଈ ଓ ମଇଁଷିଙ୍କଠାରୁ ଏକା ଥରକେ ପଡ଼ୁଥିବା ଗୋବର
Example :
କୃଷକ ଗୁହାଳରେ ଗୋବର ଲଣ୍ଡା ଏକତ୍ର କରୁଛି
Synonyms : ଗୋବର ଲଣ୍ଡା
Translation in other languages :
Meaning : ଯାହାର ମୁଣ୍ଡରେ ବାଳ ନାହିଁ ବା ନଣ୍ଡା କରାଯାଇଥିବା
Example :
ସେ ଲଣ୍ଡା ବ୍ୟକ୍ତିର ମୁଣ୍ଡକୁ ବାରମ୍ବାର ମାରୁଥିଲା
Synonyms : କେଶହୀନ, ଟାଙ୍ଗରା, ନଣ୍ଡା, ବାଳହୀନ
Translation in other languages :
Having no hair or fur.
A Mexican Hairless is about the size of a fox terrier and hairless except for a tufts on the head and tail.Meaning : ଯାହା ମୁଣ୍ଡର ବାଳ ଝଡ଼ିଯାଇଛି
Example :
କିଛି ଚନ୍ଦା ବ୍ୟକ୍ତି କୃତ୍ରିମ ବାଳ ପ୍ରୟୋଗ କରନ୍ତି
Synonyms : କେଶହୀନ, ଚନ୍ଦା, ନଣ୍ଡା, ବାଳହୀନ
Translation in other languages :
Lacking hair on all or most of the scalp.
A bald pate.