Meaning : ବାଷ୍ପରେ ଚାଲୁଥିବା ନୌକା
Example :
ବାଷ୍ପଚାଳିତ ନୌକା ଆମକୁ ଗଙ୍ଗା ପାରିକଲା
Synonyms : ନୌକା, ବାଷ୍ପଚାଳିତ ନୌକା, ବାଷ୍ପୀୟ ନୌକା, ବାଷ୍ପୀୟ ପୋତ, ଷ୍ଟିମର
Translation in other languages :
A boat propelled by a steam engine.
steamboatMeaning : ଦ୍ୱିପହରର ଭୋଜନ
Example :
ଆଜି ଆମେମାନେ ଏକାଠି ମଧ୍ୟାହ୍ନ ଭୋଜନ କରିବୁ
Synonyms : ଦ୍ୱିପହର ଭୋଜନ, ମଧ୍ୟାହ୍ନ ଭୋଜନ
Translation in other languages :
दिन के मध्य में ग्रहण किया जाने वाला भोजन।
आज दोपहर का भोजन हमलोग साथ में बैठकर करेंगे।Meaning : ମୋଟର ଚାଳିତ ନୌକା ଯାହାର ଡେକ ଅଧା ବା ସଂପୂର୍ଣ୍ଣ ଖୋଲାରହେ
Example :
ଏହି ସମୁଦ୍ରରେ ବହୁତ ବେଗରେ ଲଞ୍ଚ ଚାଲେ
Translation in other languages :
A motorboat with an open deck or a half deck.
launch