Meaning : ଯେଉଁ ଭୋଜନ ଭକ୍ତ, ଅତିଥି, ଧନୀ-ଦରିଦ୍ରଆଦି ସମସ୍ତଙ୍କୁ ଗୋଟିଏ ପଙ୍ଗତରେ ବସାଇ ବିତରଣ କରାଯାଏ
Example :
ଆମେ ଲଙ୍ଗର ଖାଇବାପାଇଁ ଗୁରୁଦ୍ୱାର ଯାଉଛୁ
Translation in other languages :
वह भोजन जो भक्तों, आगन्तुकों,अमीरों-गरीबों आदि को एक पंगत में बैठाकर वितरित किया जाता हो।
हम लोग लंगर लेने गुरुद्वारे जा रहे हैं।Meaning : ଗୁରୁଦ୍ୱାର ସହିତ ସମ୍ବନ୍ଧିତ ସେହି ସ୍ଥାନ ଯେଉଁଠାରେ ଲୋକମାନଙ୍କୁ ଖାଇବା ନିମନ୍ତେ ଖାଦ୍ୟ ପଦାର୍ଥ ବଣ୍ଟାଯାଏ
Example :
ଆମେ ପ୍ରସାଦ ଆଣିବାପାଇଁ ଲଙ୍ଗରକୁ ଚାଲିଗଲୁ
Translation in other languages :
Meaning : ଲୁହାର ଗୋଟିଏ ବଡ଼ କଣ୍ଟା ଯାହାକୁ ନଦୀ ବା ସମୁଦ୍ରରେ ପକାଇଦେଲେ ନୌକା ବା ଜାହାଜ ଗୋଟିଏ ସ୍ଥାନରେ ଅଟକିଯାଏ
Example :
ବିଶ୍ରାମ ନେବାପାଇଁ ନାବିକମାନେ ଗଙ୍ଗାକୂଳରେ ଲଙ୍ଗର ପକାଇଦେଲେ
Translation in other languages :