Meaning : କାହା ଦ୍ୱାରା ବହୁତ କାମ କରେଇବା
Example :
ଉର୍ମିଳା ସାବତ ଝିଅକୁ ଘର କାମରେ ଦିନରାତି ଖଟଉଛି
Translation in other languages :
Meaning : ଉପଯୋଗ ବା କାମରେ ଲଗେଇବା
Example :
ରାଜଗୀର ଏହି ଘର ତିଆରି କରିବାପାଇଁ ଶହେ ବସ୍ତା ସିମେଣ୍ଟ ଲଗାଇଲା
Synonyms : ଖର୍ଚ୍ଚ କରିବା, ବ୍ୟୟ କରିବା
Translation in other languages :
Meaning : ଗଛପତ୍ର ଆଦିର ରୋପଣ
Example :
ମାଳୀ କୁଣ୍ଡରେ ଗୋଲାପର ଚାରା ଲଗାଉଛି
Synonyms : ରୋପଣକରିବା
Translation in other languages :
Meaning : କୌଣସି ବଡ଼ ବସ୍ତୁରେ କୌଣସି ଛୋଟ ବସ୍ତୁ ଛୁଞ୍ଚିସୁତା ଭଳି କୌଣସି ମାଧ୍ୟମ ସାହାଯ୍ୟରେ ଯୋଡ଼ିବା
Example :
ଲତା କୁର୍ତ୍ତାରେ ବୋତାମ ସିଲାଇ କରୁଛି
Synonyms : ସିଲାଇକରିବା
Translation in other languages :
किसी बड़ी वस्तु में कोई छोटी वस्तु किसी माध्यम से जैसे सुई डोरे आदि से जोड़ना।
लता कुर्ते में बटन टाँक रही है।Meaning : କୌଣସି ଏକ ବସ୍ତୁର ଉପର ସ୍ତରରେ ଅନ୍ୟ ଏକ ବସ୍ତୁର ପ୍ରସାରଣ
Example :
ହିନ୍ଦୁମାନଙ୍କ ବିବାହ ଅବସରରେ ବର, କନ୍ୟାଙ୍କ ଶରୀରରେ ହଳଦୀ ଲଗାଯାଏ
Synonyms : ଲେପନ କରିବା
Translation in other languages :