Meaning : ସେହି ବିଚାର ଯାହା ପୂରଣ କରିବାପାଇଁ କୌଣସି କାମ କରାଯାଏ
Example :
ଏହି କାମ କରିବା ପଛରେ ଆପଣଙ୍କର କି ଉଦ୍ଦେଶ୍ୟ ଅଛି? ନିଜ ଉଦ୍ଦେଶ୍ୟ ପୂରଣ କ୍ଷେତ୍ରରେ ଆପଣଙ୍କର ସମୟ ନଷ୍ଟକରିବା ଉଚିତ୍ ନୁହେଁ
Synonyms : ଅଭିପ୍ରାୟ, ଆବଶ୍ୟକତା, ଉଦ୍ଦେଶ୍ୟ, ପ୍ରୟୋଜନ, ମତଲବ୍
Translation in other languages :
वह विचार जिसे पूरा करने के लिए कोई काम किया जाए।
इस काम को करने के पीछे आपका क्या उद्देश्य है?Meaning : ଯାହାକୁ ଧ୍ୟାନରେ ରଖି କେତେଥର ଆଘାତ କରାଯାଏ
Example :
ଅର୍ଜୁନଙ୍କ ବାଣ ସବୁବେଳେ ଲକ୍ଷ୍ୟ ସ୍ଥାନରେ ପଡ଼େ
Synonyms : ନିଷାଣ
Translation in other languages :
Meaning : ଅଙ୍କର ସ୍ଥାନକୁ ଗଣତିବେଳେ ଏକକ ସ୍ଥାନଆଡ଼ୁ ଗଣିଲାବେଳେ ଷଷ୍ଠ ସ୍ଥାନ ଯାହା ଏକ ଲକ୍ଷରେ ଗୁଣିହେବାଭଳି ଜଣାପଡ଼େ
Example :
ଏକଲକ୍ଷଚାରିରେ ଲକ୍ଷ ସ୍ଥାନରେ ଏକ ଅଛି
Translation in other languages :
अंकों के स्थानों की गिनती में इकाई की ओर से गिनने पर छठा स्थान जिसमें लाख गुणित का बोध होता है।
एक लाख चार में लाख के स्थान पर एक है।