Meaning : ଯାତ୍ରୀଙ୍କୁ ନେବା ଓ ଛାଡ଼ିବା ପାଇଁ ରେଳଗାଡ଼ି ଆସି ରହୁଥିବା ସ୍ଥାନ
Example :
ସେ ସାରନାଥ ଯିବା ପାଇଁ ବାରାଣସୀ ରେଳ ଷ୍ଟେସନରେ ହିଁ ଓହ୍ଲାଇଗଲେ
Synonyms : ଷ୍ଟେସନ
Translation in other languages :
वह स्थान जहाँ यात्रियों को छोड़ने या ले जाने के लिए रेलगाड़ी आकर रुकती है।
वह सारनाथ जाने के लिए वाराणसी रेलवे स्टेशन पर ही उतर गया।Terminal where trains load or unload passengers or goods.
railroad station, railroad terminal, railway station, train depot, train station