Subscribe
URL of the page has been copied to clipboard.
Meaning : ଏକ ପ୍ରକାର ତୁଳାଭରା ଘୋଡ଼ିବା ଜିନିଷ
Example : ଅଧିକ ଥଣ୍ଡାରୁ ରକ୍ଷା ପାଇବାପାଇଁ ଲୋକେ ରେଜେଇ ଘୋଡ଼ିହୋଇ ଶୁଅନ୍ତି
Translation in other languages :हिन्दी English
एक प्रकार का रूईदार ओढ़ना।
Bedding made of two layers of cloth filled with stuffing and stitched together.
Meaning : ଏକ ପ୍ରକାରର ବଡ଼ ଓ ମୋଟା ଚାଦର
Example : ଜେଜେ ଥଣ୍ଡାରୁ ରକ୍ଷାପାଇବାପାଇଁ ରେଜେଇ ଘୋଡ଼େଇ ହୋଇଛନ୍ତି
Translation in other languages :हिन्दी
एक प्रकार की बड़ी और मोटी चादर।
Meaning : ବିଛାଇବାପାଇଁ ହାଲୁକା ତୁଳାର ଗଦି
Example : ଜେଜେ ରେଜେଇ ଉପରେ ଶୁଅନ୍ତିନାହିଁ
Synonyms : ତୋଷକ, ଶେଯ
बिछाने का हल्का रुईदार गद्दा।
Install App