Subscribe
URL of the page has been copied to clipboard.
Meaning : ସାଜସଜ୍ଜା
Example : ଶୀଲା କୁଆଡ଼େ ଯିବା ଆଗରୁ ଘଣ୍ଟାଏ ପର୍ଯ୍ୟନ୍ତ ସଜବାଜ ହୁଏ
Synonyms : ସଜବାଜ
Translation in other languages :हिन्दी
बनाव-सिंगार।
Meaning : ସଜାଇହେବା ବା ସଜ୍ଜିତ ହେବା ପ୍ରକ୍ରିୟା
Example : ସାଧାରଣତଃ ସ୍ତ୍ରୀ ଲୋକମାନେ ଶୃଙ୍ଗାରରେ ଅଧିକ ସମୟ କାଟନ୍ତି
Synonyms : ବେଶ, ଶୃଙ୍ଗାର, ସାଜସଜ୍ଜା
Install App