Subscribe
URL of the page has been copied to clipboard.
Meaning : ଯାହା ସାରହୀନ ବା ଯେଉଁଥିରେ କିଛି କାମଯୋଗ୍ୟ କଥା ବା ବସ୍ତୁ ନ ଥାଏ
Example : ସାରହୀନ ଗ୍ରନ୍ଥଗୁଡ଼ିକ ଅଧ୍ୟୟନ କଲେ କଣ ଲାଭ ମିଳିବ?
Synonyms : ନିଃସାର, ସାରହୀନ
Translation in other languages :हिन्दी
सार रहित या जिसमें कोई काम की बात या वस्तु न हो।
Meaning : ଯାହା ରୋଚକ ନୁହେଁ
Example : ଏହା ଆପଣଙ୍କପାଇଁ ଅରୋଚକ କାହାଣୀ ହୋଇପାରେ, ମୋତେତ ଏଥିରୁ ଆନନ୍ଦ ମିଳୁଛି
Synonyms : ଅରୁଚିକର, ଅରୋଚକ, ନୀରସ
जो रोचक न हो।
Meaning : ଯେଉଁଥିରେ ରସ ନାହିଁ
Example : ଶୁଖିଲା ଫଳ ରସହୀନ ହୋଇଥାଏ
Synonyms : ନୀରସ, ବେରସ, ଶୁଖିଲା, ଶୁଷ୍କ
Translation in other languages :हिन्दी English
जिसमें रस न हो।
Lacking juice.
Install App