Subscribe
URL of the page has been copied to clipboard.
Meaning : ରନ୍ ନେବା ସମୟରେ କ୍ରିଜରେ ନପହଁଚିବା ପୂର୍ବରୁ ବିପକ୍ଷ ଦଳର ଖେଳାଳି ଦ୍ବାର ବଲରେ ଗୁଲି ଖସାଇଦେବା କାରଣରୁ ହେଉଥିବା ଆଉଟ୍
Example : ଆଜି ଧୋନୀ ଶୂନରେ ରନଆଉଟ୍ ହୋଇଗଲା
Synonyms : ଆଉଟ୍, ରନ-ଆଉଟ୍
Translation in other languages :हिन्दी
क्रिकेट में रन लेते समय क्रीज में पहुँचने से पहले ही विपक्षी खिलाड़ी द्वारा गेंद से गुल्ली गिरा देने के कारण होनेवाला आउट।
Install App