Meaning : ରଥରେ ଚଢ଼ି ଯୁଦ୍ଧ କରୁଥିବା ଯୋଦ୍ଧା
Example :
ଯୁଦ୍ଧ କରୁଥିବା ବେଳେ ରଥୀର ରଥରୁ ଚକ ବାହାରି ଗଲା, ଯାହା ତା ମୃତ୍ୟୁର କାରଣ ହେଲା
Synonyms : ରଥାରୋହୀ
Translation in other languages :
रथ पर चढ़कर लड़नेवाला योद्धा।
युद्ध करते समय रथी के रथ का पहिया निकल गया जो उसकी मौत का कारण बना।