Meaning : ବିନା ରଙ୍ଗର
Example :
ବିଧବାମାନେ ସାଦା ଲୁଗା ପିନ୍ଧନ୍ତି
Synonyms : ସାଦା
Translation in other languages :
Meaning : ଯେଉଁଥିରେ ରଙ୍ଗ ନ ଥାଏ ବା ଯାହାର କୌଣସି ରଙ୍ଗ ନ ଥାଏ
Example :
ପାଣି ଏକ ରଙ୍ଗହୀନ ଦ୍ରବ୍ୟ
Synonyms : ବର୍ଣ୍ଣଶୂନ୍ୟ, ବର୍ଣ୍ଣହୀନ
Translation in other languages :