Meaning : କୌଣସି ବସ୍ତୁଆଦିର ଗୁଣ ବା ଜ୍ଞାନ କେବଳ ଆଖିରେ ବୁଝିହୁଏ
Example :
ସେ ଗୋରା ବର୍ଣ୍ଣର ଆମ ଗାଁ ମନ୍ଦିରର ରଙ୍ଗ ଧଳା
Synonyms : ବର୍ଣ୍ଣ
Translation in other languages :
Meaning : ତାସ ଖେଳର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଅନ୍ୟ ତାସ ପତ୍ରଠାରୁ ଯେଉଁ ତାସ ପତ୍ରଟି ଅଧିକ ମହତ୍ୱପୂର୍ଣ୍ଣ
Example :
ସେ ଖେଳ ଜିତିବା ପାଇଁ ରଙ୍ଗ ଖେଳିଲେ
Translation in other languages :
Meaning : ସେହି ପଦାର୍ଥ ଯେଉଁଥିରେ କୌଣସି ଜିନିଷକୁ ରଞ୍ଜିତ କରାଯାଏ
Example :
ଏହି ଶାଢ଼ୀ ଲାଲ୍ ରଙ୍ଗରେ ରଞ୍ଜିତ ହୋଇଛି
Synonyms : ରଂଗ
Translation in other languages :
Any material used for its color.
She used a different color for the trim.Meaning : ଲାଲ ରଙ୍ଗର ଯେଉଁ ସୌନ୍ଦର୍ଯ୍ୟବର୍ଦ୍ଧକ ପ୍ରସାଧନ ସାମଗ୍ରୀ ଓଠ,ଗାଲ ଆଦିରେ ଲଗାଯାଏ
Example :
ମନୋରମା ତା ଓଠରେ ଲିପଷ୍ଟିକ୍ ଲଗାଉଛି
Synonyms : ଲିପଷ୍ଟିକ୍
Translation in other languages :
Meaning : ମାନବ ନିର୍ମିତ ରାସାୟନିକ ତରଳ ପଦାର୍ଥ ଯାହାଦ୍ୱାରା କୌଣସି ଜିନିଷକୁ ରଙ୍ଗ କରାଯାଏ
Example :
ଚେୟାରର ରଙ୍ଗ ମଧ୍ୟ ଶୁଖି ନଥିଲା ଯେ ଛୁଆମାନେ ତା ଉପରେ ବସିଗଲେ
Translation in other languages :