Subscribe
URL of the page has been copied to clipboard.
Meaning : ଯେଉଁ ସଂଖ୍ୟା କୌଣସି ସଂଖ୍ୟା ସହିତ ଯୋଗ କରାଯାଏ
Example : ସମାନ ଯୋଜ୍ୟକୁ ତିନୋଟି ଅଲଗା ସଂଖ୍ୟାରେ ଯୋଗକରନ୍ତୁ
Translation in other languages :हिन्दी English
वह संख्या जो किसी संख्या में जोड़ी जाए।
A number that is added to another number (the augend).
Meaning : ଯାହା ସହିତ ଯୁଦ୍ଧ କରାଯାଇ ପାରେ
Example : ରାଜା କହିଲେ କି ଶତ୍ରୁ ସବୁବେଳେ ଯୁଝନୀୟ ହୋଇଥାଏ
Synonyms : ଯୋଜନୀୟ
Translation in other languages :हिन्दी
जिसके साथ युद्ध किया जा सके।
Meaning : ଯାହା ଯୋଗ କରାଯାଇପାରେ ବା ବ୍ୟବହୃତ ହୋଇପାରେ
Example : ସମସ୍ତ ସଂଖ୍ୟା କିଛି ନା କିଛି ସଂଖ୍ୟାରେ ଯୋଜନୀୟ ହୁଅନ୍ତି
जो जोड़ा जा सके या प्रयुक्त हो सके।
Capable of being added or added to.
Install App