Subscribe
URL of the page has been copied to clipboard.
Meaning : ଷୋହଳରୁ ପଇଁତିରିଶ ବର୍ଷ ପର୍ଯ୍ୟନ୍ତ ପୁରୁଷର ଅବସ୍ଥା
Example : ଭାରତୀୟ ଯୁବକ ପାଶ୍ଚାତ୍ୟ ସଂସ୍କୃତିର ଚାକଚକ୍ୟରେ ବୁଡ଼ି ରହୁଛନ୍ତି
Synonyms : ତରୁଣ, ଯୁବା
Translation in other languages :हिन्दी English
सोलह से पैंतीस वर्ष तक की अवस्था का पुरुष।
A young person (especially a young man or boy).
Meaning : ପୂରିଲା ଅବସ୍ଥାରେ ପହଞ୍ଚିଥିବା ବା ଯେ ବାଲ୍ୟାବସ୍ଥା ପାର କରି ଯୁବକ ହୋଇଗଲାଣି
Example : ସେ ବୟସ୍କ କିନ୍ତୁ ପିଲାଙ୍କଭଳି ବ୍ୟବହାର କରେ
Synonyms : ବୟସ୍କ
पूरी अवस्था को पहुँचा हुआ या जो बाल्यावस्था पार करके जवान हो चुका हो।
Of full legal age.
Install App