Meaning : ସଂସାରର ପ୍ରକୃତିରେ ଲୀନ ହୋଇ ଧ୍ୱଂସ ହେବା କ୍ରିୟା ଯାହା ଦୀର୍ଘ ଦିନ ପରେ ହୁଏ ଏବଂ ଯାହାପରେ ପୁଣି ନୂଆ ସୃଷ୍ଟି ହୁଏ
Example :
ସବୁ ଧର୍ମରେ ଏହା ବିଚାରକରାଯାଏ ଯେ ପ୍ରଳୟ ଦିନ ଏହି ସୃଷ୍ଟି ଶେଷ ହୋଇଯିବ
Synonyms : ଅନ୍ତ, ପ୍ରଳୟ, ବିନାଶ, ମହାଧ୍ୱଂସ, ଯୁଗାନ୍ତକମହାପ୍ରଳୟ
Translation in other languages :
Meaning : ଯୁଗର ଶେଷ
Example :
ଯୁଗାନ୍ତ ପରେ ନୂଆ ଯୁଗର ସୃଷ୍ଟି ହୋଇଥାଏ
Synonyms : ଯୁଗ ଶେଷ
Translation in other languages :