Meaning : ଗୋଟିଏ ସ୍ଥାନରୁ ଅନ୍ୟ ଏକ ଦୂର ସ୍ଥାନକୁ ଯିବାର କ୍ରିୟା
Example :
ସେ ଭ୍ରମଣରେ ଯାଉଛି ତାର ଯାତ୍ରା ସଫଳ ହେଲା
Translation in other languages :
Meaning : ଯାତ୍ରା କାଳରେ ଅତିକ୍ରମ କରା ଯାଉଥିବା ଦୂରତା
Example :
ତାଙ୍କୁ ପଚାଶ ମାଇଲ ଦୂରତା ଭ୍ରମଣ କରିବାକୁ ପଡିଲା
Synonyms : ଭ୍ରମଣ
Translation in other languages :
Meaning : କୌଣସି ମହାନ ଉଦ୍ଦେଶ୍ୟ ସାଧନ କରିବାପାଇଁ ଯିବା ବା ବାହାରିବାର ପ୍ରକ୍ରିୟା
Example :
ସରକାର ଲୋକମାନଙ୍କୁ ସାକ୍ଷର କରିବାପାଇଁ ସାକ୍ଷରତା ଅଭିଯାନ ଚଳାଇଛନ୍ତି
Synonyms : ଅଭିଯାନ
Translation in other languages :
कोई बहुत बड़ा उद्देश्य सिद्ध करने के लिए निकलने या चल पड़ने की क्रिया।
सरकार ने लोगों को साक्षर करने के लिए साक्षरता अभियान चलाया है।A journey organized for a particular purpose.
expeditionMeaning : କୌଣସି ବିଶେଷ ସ୍ଥାନକୁ ଭ୍ରମଣ ନିମନ୍ତେ କରାଯାଉଥିବା ଯାତ୍ରା
Example :
ଆମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଭ୍ରମଣରେ ଯାଉଛନ୍ତି
Synonyms : ଭ୍ରମଣ
Translation in other languages :
Meaning : ଭଲ ଓ ମନ୍ଦ ବା ସୌଭାଗ୍ୟ ଓ ଦୁର୍ଭାଗ୍ୟର ଦିନଗୁଡିକର ଚାଲୁଥିବା ଚକ୍ର
Example :
ଜୀବନର ଚକ୍ରଯାତ୍ରାରେ ସେମାନେ ସର୍ବଦା ସନ୍ତୁଳିତ ଥିଲେ
Translation in other languages :
अच्छे और बुरे अथवा सौभाग्य और दुर्भाग्य के दिनों का चलता रहनेवाला चक्र।
ज़िदंगी के दौर में वे हमेशा संतुलित रहे।Meaning : ଯୁଦ୍ଧପାଇଁ ପ୍ରସ୍ଥାନ କରିବା କ୍ରିୟା
Example :
ରାମଙ୍କର ସେନା ଲଙ୍କାଆଡ଼କୁ ପ୍ରସ୍ଥାନ କଲେ
Synonyms : ଗମନ, ପ୍ରସ୍ଥାନ, ଯୁଦ୍ଧ ଯାତ୍ରା
Translation in other languages :
The act of invading. The act of an army that invades for conquest or plunder.
invasionMeaning : କୌଣସି ଗାଡିରେ ଚଢ଼ିବାପାଇଁ ଦିଆଯାଉଥିବା କିଛି ଧନ
Example :
ଏଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଭଡ଼ା କେତ ?
Synonyms : ପରିବହନ ଭଡ଼ା, ଭଡା, ଶୁଳ୍କ
Translation in other languages :
किसी सवारी पर चढ़ने के लिए दिया जाने वाला कुछ निश्चित धन।
यहाँ से दिल्ली का किराया कितना है?