Meaning : ଏକ ଛୋଟ ଗଛର ଚେରମୂଳ ଯାହା ଔଷଧ ତିଆରି କାମରେ ଆସେ
Example :
ଚ୍ୟବନପ୍ରାଶ ତିଆରି କରିବାପାଇଁ ଯଷ୍ଟିମଧୁର ମଧ୍ୟ ବ୍ୟବହାର ହୁଏ
Translation in other languages :
Root of licorice used in flavoring e.g. candy and liqueurs and medicines.
licorice root