Subscribe
URL of the page has been copied to clipboard.
Meaning : ଜୋଡ଼ ସ୍ଥାନରେ ଯନ୍ତ୍ରଣା ହେବା
Example : ମୋ ଆଣ୍ଠୁ ବିନ୍ଧୁଛି
Synonyms : ପୀଡ଼ା ହେବା, ବିନ୍ଧିବା
Translation in other languages :हिन्दी
जोड़ों में दर्द होना।
Meaning : ଆଘାତ ଲଗିବାପରେ କଷ୍ଟ ହେବା
Example : ପଥରରେ ମାଡ଼ ହେବାକ୍ଷଣି ମୋ ମୁଣ୍ଡରେ ଯନ୍ତ୍ରଣା ହେବାକୁ ଲାଗିଲା
Synonyms : କଷ୍ଟହେବା, କାଟିବା, ଦରଜହେବା, ପୀଡ଼ାହେବା
Translation in other languages :हिन्दी English
चोट आदि लगने पर तक़लीफ़ होना।
Feel physical pain.
Meaning : ରହିରହି କଷ୍ଟଦେବା
Example : ମୋ ଗୋଡ଼ର ଘାଆ ବିନ୍ଧୁଛି
Synonyms : ପୀଡ଼ାଦେବା, ବିନ୍ଧିବା
प्रायः मवाद भरे होने के कारण शरीर के किसी अंग में रह-रहकर पीड़ा होना।
Be the source of pain.
Install App