Meaning : ମେହେନ୍ଦୀ ପତ୍ରକୁ ଶୁଖାଇ ଏବଂବାଟି ତିଆରି ହୋଇଥିବା ଚୂର୍ଣ୍ଣ
Example :
ସେ ଦୋକାନରୁ ଗୋଟିଏ ଡବା ମେହେନ୍ଦୀ କିଣିଲା
Synonyms : ମେହେନ୍ଦୀ
Translation in other languages :
मेंहदी की पत्तियों को सूखाकर और पीसकर बनाया हुआ चूर्ण।
उसने दुकान से एक डिब्बा मेंहदी खरीदी।