Meaning : ଦ୍ରୁତଗତିରେ ଚାଲୁଥିବା ଯେଉଁ ରେଳଗାଡ଼ିରେ ଯାତ୍ରୀମାନଙ୍କ ସହିତ ଡାକ ବି ଯାଏ
Example :
ଜଟିଳ ପରିସ୍ଥିତିରେ ମଧ୍ୟ ଡାକଗାଡ଼ିକୁ ବାତିଲ କରାଯାଏନାହିଁ
Synonyms : ଡାକଗାଡ଼ି
Translation in other languages :
A train that carries mail.
mail train