Meaning : ମିଥ୍ୟା ଜଳାଭାସ ଯାହା କେବେକେବେ ମରୁଭୂମିରେ ବହୁତ ଖରାହେତୁ ହୋଇଥାଏ
Example :
ଗ୍ରୀଷ୍ମଦିନେ ମରୁଭୂମିରେ ମୃଗତୃଷ୍ଣାର ଆଭାସ ମିଳେ
Synonyms : ମରୀଚିକା, ମୃଗମରୀଚିକା
Translation in other languages :
An optical illusion in which atmospheric refraction by a layer of hot air distorts or inverts reflections of distant objects.
mirage