Meaning : ନିଉତ୍ତର କରିବା ବ୍ୟକ୍ତି
Example :
ସେ ତା ପ୍ରତିଦ୍ୱନ୍ଦୀକୁ ମୁହଁତୋଡ଼ ଜବାବ ଦେଲା
Synonyms : ମୁହଁତୋଡ଼, ମୁହାଁମୁହିଁ
Translation in other languages :
Meaning : ଯେ ଅନୁଚିତ ବା କଟୁକଥା କହିବାରେ ସଂକୋଚ କରେନାହିଁ
Example :
ମୁହଁଟାଣ ବ୍ୟକ୍ତି କାହାରିକୁ କିଛି ବି କହିପାରେ
Synonyms : ମୁହେଁମୁହେଁ କଥାକୁହା
Translation in other languages :