Subscribe
URL of the page has been copied to clipboard.
Meaning : ଯେଉଁ ବ୍ୟକ୍ତି ଏବେ ମରିବା ଅବସ୍ଥାରେ
Example : ମୁମୂର୍ଷୁ ବ୍ୟକ୍ତି ବାରମ୍ବାର ନିଜ ପୁଅକୁ ଡାକୁଥିଲା
Synonyms : ମରଣତୁଲ୍ୟ, ମରଣମୁଖୀ
Meaning : ଯେ ମୃତ୍ୟୁର ଅତି ନିକଟରେ
Example : ସେ ନିଜ ମରଣାପନ୍ନ ବୃଦ୍ଧ ପିତାଙ୍କର ବହୁତ ସେବା କରୁଛି
Synonyms : ମରଣାପନ୍ନ, ମରଣୋନ୍ମୁଖ
Translation in other languages :हिन्दी
जो मरने के बहुत समीप हो।
Meaning : ମରିବାକୁ ଇଚ୍ଛା ରଖିଥିବା ବ୍ୟକ୍ତି
Example : ମୁମୂର୍ଷୁ ମହାତ୍ମା ଅନ୍ନ-ଜଳ ଗ୍ରହଣ କରିବା ବନ୍ଦ କରିଦେଲେ
Synonyms : ମରଣାପନ୍ନ, ମରଣାଭିଳାଷୀ, ମରଣୋନ୍ମୁଖ, ମୃତ୍ୟୁକାମୀ
मरने की इच्छा रखनेवाला।
Install App