Subscribe
URL of the page has been copied to clipboard.
Meaning : ଲୁହାରେ ଛିଦ୍ର କରିବାପାଇଁ କମାରମାନଙ୍କର ଏକ ଉପକରଣ
Example : କମାର ପୁଆରିରେ ଲୁହା ପ୍ଲେଟ୍ କଣା କରୁଛି
Synonyms : ପୁଆରି, ଫୋଡ଼ଣି
Translation in other languages :हिन्दी
लोहे में छेद करने का लोहारों का एक औजार।
Meaning : ଲୁହାରେ କଣା କରିବାପାଇଁ ବ୍ୟବହାର କରାଯାଉଥିବା ଛେଣି
Example : କମାର ଫୋଡ଼ଣୀରେ ଲୁହା ଖଣ୍ଡକୁ କଣା କରୁଛି
Synonyms : ଫୋଡ଼ଣୀ, ବେଧନୀ
लोहे में छेद करने की छेनी।
Meaning : ଗୋଟିଏ ପ୍ରକାରର ଝାଡ଼
Example : ମୁନାର ଫଳ ବରକୋଳି ସମାନ ହୋଇଥାଏ
एक तरह की झाड़ी।
Install App