Meaning : ମାରିବାପାଇଁ ବନ୍ଦ ମୁଠା
Example :
ମୋହନ ସୋହନକୁ ମୁଥ ମାରିଲା
Translation in other languages :
Meaning : ସେତିକି ବସ୍ତୁ ବା ଅଂଶ ଯାହାକୁ ଥରକରେ ଘଣାରେ ଢାଳି ପେଡ଼ା ଯାଇପାରେ ବା ଚକିରେ ପେଷା ଯାଇପାରେ
Example :
ପେଷିବା ପାଇଁ ଆଉ ଦୁଇ ଥର ବାକି ଅଛି
Translation in other languages :
Meaning : କ୍ଲାନ୍ତି ଦୂରକରିବାପାଇଁ କାହାରି ଶରୀରରେ ମୁଠିଦ୍ବାରା ଧୀରେ ଧୀରେ ଆଘାତ କରିବା ପ୍ରକ୍ରିୟା
Example :
ସେଠଜୀ ସେବକରାମଠାରୁ ମୁଥ ଖାଉଛନ୍ତି
Translation in other languages :
बँधी हुई मुट्ठिओं से किसी के शरीर पर उसकी थकावट दूर करने के लिए धीरे-धीरे आघात करने की क्रिया।
सेठजी सेवकराम से मुक्की लगवा रहे हैं।Meaning : ମୁଷ୍ଠିଦ୍ୱାରା କରିବା ପ୍ରହାର
Example :
କେବେ କେବେ ମୁଷ୍ଠିଘାତ ବି ଜଣକ ଜୀବନ ନେଇପାରେ
Synonyms : ଘୁଷା, ଘୁଷି, ମୁଷ୍ଠିଘାତ, ମୁଷ୍ଠିପ୍ରହାର
Translation in other languages :