Meaning : ପ୍ରତି ମାସ ନିର୍ଦ୍ଦିଷ୍ଟ ସମୟରେ ପ୍ରକାଶିତ ହେଉଥିବା ପତ୍ରିକା ଆଦି
Example :
ଏହି ମାସିକ ପତ୍ରିକା ଜ୍ୟୋତିଷ ଆଧାରିତ
Translation in other languages :
A periodical that is published every month (or 12 issues per year).
monthlyMeaning : ପ୍ରତ୍ୟେକ ମାସର
Example :
ଆମର ବିଦ୍ୟାଳୟର ମାସିକ ଶୁଳ୍କ ଶହେ ଟଙ୍କା ଏହି ପତ୍ରିକାରେ କେତେକ ମହତ୍ତ୍ୱପୂର୍ଣ୍ଣ କାମର ମାସିକ ବିବରଣୀ ଦିଆଯାଇଛି
Translation in other languages :
Meaning : ପ୍ରତ୍ୟେକ ମାସରେ ଥରେ ବା ମାସମାସଧରି ହେଉଥିବା
Example :
ଏହି ମନ୍ଦିରରେ ମାସିକ ରାମକଥାର ଆୟୋଜନ ହୁଏ
Translation in other languages :
महीने में एक बार या हर महीने होनेवाला।
इस मंदिर में मासिक रामकथा का आयोजन होता है।