Meaning : ତଉଲ ବା ଓଜନ କରିବା କ୍ରିୟା
Example :
ଓଜନ ମାପିବାପାଇଁ ଷ୍ଟେସନରେ ମେସିନ୍ ଅଛି
Synonyms : ଉତ୍ତୋଳନ କରିବା, ତଉଲିବା
Translation in other languages :
Meaning : ମାପିବା କ୍ରିୟା
Example :
ଲେଖପାଳ ଜମି ମାପିବା ପରେ କାର୍ଯ୍ୟାଳୟକୁ ଗଲେ
Meaning : କୌଣସି ବସ୍ତୁ, କାର୍ଯ୍ୟ ଆଦିର ବିସ୍ତୃତି, ଘନତ୍ୱ ଇତ୍ୟାଦିର ମାନ ବା ପରିମାଣ ନିର୍ଣ୍ଣୟ କରିବା
Example :
ସେ ମିଟରରେ କନା ମାପୁଛନ୍ତି
Synonyms : ମାନ ନିର୍ଣ୍ଣୟ କରିବା, ମାନ ନିର୍ଦ୍ଧାରଣ କରିବା
Translation in other languages :
Determine the measurements of something or somebody, take measurements of.
Measure the length of the wall.Meaning : କୌଣସି ବସ୍ତୁର ଓଜନ ଜାଣିବାପାଇଁ ତାକୁ ନିକିତିରେ ରଖିବା
Example :
ଦୋକାନୀ ଶସ୍ୟ ମାପୁଛି
Translation in other languages :