Meaning : କୌଣସି କାମ ଅଥବା କଥାପାଇଁ ଈଶ୍ୱର ଆଦିଙ୍କ ପାଖରେ ପ୍ରାର୍ଥନା କରିବା
Example :
କୃଷକ ବର୍ଷାପାଇଁ ଭଗବାନଙ୍କୁ ମାନସିକ କରୁଛି
Translation in other languages :
किसी कार्य अथवा बात के लिए ईश्वर आदि से प्रार्थना करना।
किसान वर्षा के लिए भगवान से मना रहे हैं।Meaning : ଦେବତା ଆଦିଙ୍କୁ ଦାନ ବା ପୂଜା କରିବାର ସଙ୍କଳ୍ପ କରିବା
Example :
ଜେଜେମା କୂଳଦେବୀଙ୍କୁ ଛେଳି ମାନସିକ କରିଛନ୍ତି
Synonyms : ଯାଚିବା
Translation in other languages :