Subscribe
URL of the page has been copied to clipboard.
Meaning : ବ୍ରାହ୍ମଣ, ଗୁରୁ ଆଦିଙ୍କ ନିମନ୍ତେ ଆଦରସୂଚକ ସମ୍ବୋଧନ
Example : ଏହି ମହାତ୍ମା ନିଜ ଖାଦ୍ୟ ନିଜେ ତିଆରି କରନ୍ତି
Translation in other languages :हिन्दी
ब्राह्मण, गुरु आदि के लिए आदरसूचक संबोधन।
Meaning : ଦିବ୍ୟ, ଅଲୌକିକ ଶକ୍ତିଧାରୀ ଯେଉଁ ବ୍ୟକ୍ତି ବହୁତ ଯୋଗ୍ୟ ତଥା ଗୁଣବାନ
Example : ଭାରତ ମାଆ ଅନେକ ମହାପୁରୁଷମାନଙ୍କ ଜନନୀ
Synonyms : ପରମହଂସ, ମହାପୁରୁଷ
दिव्य अलौकिक शक्ति से युक्त बहुत योग्य तथा गुणवान मनुष्य।
Meaning : ଶ୍ରେଷ୍ଠ, ଉଚ୍ଚ ବିଚାରଶୀଳ ଏବଂ ସଦାଚାରୀ ବ୍ୟକ୍ତି
Example : ମାଲବୀୟଜୀ ଜଣେ ମହାତ୍ମା ଥିଲେ
Synonyms : ମହାନ ପୁରୁଷ, ମହାପୁରୁଷ, ଶ୍ରେଷ୍ଠବ୍ୟକ୍ତି
Translation in other languages :हिन्दी English
बहुत श्रेष्ठ, उच्च विचारोंवाला और सदाचारी पुरुष।
Person of exceptional holiness.
Install App