Subscribe
URL of the page has been copied to clipboard.
Meaning : ଚିରାଫଟା ଲୁଗାକୁ ଏକାଠିକରି ଜଳାଇବା ନିମନ୍ତେ ପ୍ରସ୍ତୁତ ବସ୍ତୁ
Example : ସାରା ରାତି ମଶାଲ ଜଳୁଥିଲା
Synonyms : ଦିହୁଡି, ଭଣ୍ଡା
Translation in other languages :हिन्दी
फटे-पुराने कपड़ों को लपेटकर जलाने के लिए बनाई वस्तु।
Meaning : ବାଡ଼ିରେ କନା ଗୁଡ଼ାଇ ତିଆରି କରାଯାଉଥିବା ବହୁତ ମୋଟା ଆଲୋକାଧାର ଯାହାକୁ ହାତରେ ଧରି ଚାଲିହୁଏ
Example : ଘନ ଅନ୍ଧାରରେ ଭିଡ଼ ଆଗରେ ଚାଲୁଥିବା କିଛି ଲୋକଙ୍କ ହାତରେ ମଶାଲ ଥିଲା
डंडे में चिथड़े लपेट कर बनाई हुई जलाने की बहुत मोटी बत्ती जिसे हाथ में लेकर चलते हैं।
Install App