Meaning : ଦକ୍ଷିଣ ଭାରତର ଗୋଟିଏ ପର୍ବତ
Example :
ମଳୟଗିରି ଆଡ଼ୁ ଆସୁଥିବା ପବନକୁ ମଳୟାନିଳ କୁହାଯାଏ
Translation in other languages :
Meaning : ଡାଳଚିନି ଜାତିର ଏକ ପ୍ରକାରର ବହୁତ ଉଚ୍ଚ ଓ ବଡ଼ ଗଛ
Example :
ବିଶେଷ କରି କାମରୂପ, ଆସାମ ଏବଂ ଦାର୍ଜିଲିଂରେ ମଳୟଗିରି ମିଳିଥାଏ
Translation in other languages :
Any of various aromatic trees of the laurel family.
laurel