Subscribe
URL of the page has been copied to clipboard.
Meaning : ପାଇଖାନା ବା ଝାଡ଼ା ଫେରିବାର ପ୍ରକ୍ରିୟା
Example : ଗାଁରେ ଅଧିକାଂଶ ଲୋକେ ଖୋଲା ପଡ଼ିଆରେ ଶୌଚ କରନ୍ତି
Synonyms : ଝାଡ଼ାଫେରି, ଝାଡ଼ାବସା, ପାଇଖାନା, ଶୌଚ, ହଗମୁତ
Translation in other languages :हिन्दी English
पख़ाना या टट्टी करने की क्रिया।
A euphemism for defecation.
Meaning : ପାଇଖାନା ଯିବାପାଇଁ ତୀବ୍ର ଇଚ୍ଛା ହେବାର ପ୍ରକ୍ରିୟା
Example : ପିଲାଟିକୁ ଝାଡ଼ା ଲାଗୁଛି
Synonyms : ଝାଡ଼ା, ଝାଡ଼ାଫେରା, ବିଷ୍ଠାତ୍ୟାଗ, ହଗ
Translation in other languages :हिन्दी
पाखाना करने की तीव्र इच्छा होने की क्रिया।
Install App