Meaning : ଜୀବନରୁ ମାରିଦେବା କାମ ଅନ୍ୟଦ୍ୱାରା କରେଇବା
Example :
ସୁଗ୍ରୀବ ବାଳୀକୁ ରାମଙ୍କଦ୍ୱାରା ହତ୍ୟାକରାଇଥିଲେ
Synonyms : ମରେଇବା, ହତ୍ୟାକରାଇବା, ହତ୍ୟାକରେଇବା
Translation in other languages :
Meaning : କାହାଉପରେ ଅନ୍ୟ କାହାଦ୍ୱାରା କୌଣସି ବସ୍ତୁରେ ଆଘାତ କରାଇବା
Example :
ବାପା ଗୁରୁଜୀଙ୍କଦ୍ୱାରା ଆମକୁ ମାଡ଼ଖୁଆଇଲେ
Synonyms : ଆଘାତ କରାଇବା, ପିଟାଇବା, ମାଡ଼ଖୁଆଇବା
Translation in other languages :
किसी दूसरे द्वारा किसी पर किसी वस्तु आदि से आघात कराना।
पिताजी ने अध्यापक से हमको पिटवाया।