Meaning : ଯେ ମୃତ୍ୟୁର ଅତି ନିକଟରେ
Example :
ସେ ନିଜ ମରଣାପନ୍ନ ବୃଦ୍ଧ ପିତାଙ୍କର ବହୁତ ସେବା କରୁଛି
Translation in other languages :
Meaning : ମରିବାକୁ ଇଚ୍ଛା ରଖିଥିବା ବ୍ୟକ୍ତି
Example :
ମୁମୂର୍ଷୁ ମହାତ୍ମା ଅନ୍ନ-ଜଳ ଗ୍ରହଣ କରିବା ବନ୍ଦ କରିଦେଲେ
Synonyms : ମରଣାପନ୍ନ, ମରଣାଭିଳାଷୀ, ମୁମୂର୍ଷୁ, ମୃତ୍ୟୁକାମୀ
Translation in other languages :