Meaning : ଦେଖିବାରେ ଭଲ ଏବଂ ସୁନ୍ଦର ଲାଗିବା
Example :
ଆଜିର ପାଗ ବହୁତ ବଢ଼ିଆ
Translation in other languages :
Having great beauty and splendor.
A glorious spring morning.Meaning : ମନକୁ ଲୋଭେଇବା
Example :
ତାର ଚିତ୍ରକଳା ଆକର୍ଷଣୀୟ ମୋପାଇଁ ପ୍ରକୃତିଠୁ ବଳି ଆକର୍ଷକ ଆଉ କିଛି ନାହିଁ
Synonyms : ଆକର୍ଷକ, ଆକର୍ଷଣୀୟ, ମଂଜୁଳ, ମନମୋହକ, ମନୋହର, ଲଳିତ, ସୁନ୍ଦର, ସୁରମ୍ୟ
Translation in other languages :
देखने में अच्छा और मन को लुभाने वाला।
उसकी चित्रकारी आकर्षक है।Pleasing to the eye or mind especially through beauty or charm.
A remarkably attractive young man.