Meaning : ମଧ୍ୟ ଭାଗ ବା ସ୍ଥାନ
Example :
ଘରର ମଝିରେ ଅଗଣା ଅଛି
Translation in other languages :
Meaning : କୌଣସି ବସ୍ତୁର ସେହି କେନ୍ଦ୍ରୀୟ ଅଂଶ ବା ଭାଗ ଯେଉଁଠି ତାହାର ସମସ୍ତ ପ୍ରାନ୍ତ ସମାନ ଦୂରତାରେ ପଡେ
Example :
ଅଗଣାର ମଝିରେ ମନ୍ଦିର ବରକୋଳିର ମଝିରେ ମଞ୍ଜି
Translation in other languages :
Meaning : ନିଶ୍ଚିତ ରୂପରେ କୌଣସି ଅଥବା ଦିଗର ଅତିରିକ୍ତ,ସହିତ ବା ବ୍ୟତୀତ
Example :
ଆଜି ମୋର ବି ପରୀକ୍ଷା ଅଛି
Synonyms : ବି
Translation in other languages :
Meaning : ଯାହା କୌଣସି ବସ୍ତୁ, ସ୍ଥାନଆଦିର ମଝିରେ ଅବସ୍ଥିତ
Example :
ଆଜିକାଲି ଭାରତର ମଧ୍ୟବର୍ତ୍ତୀ ଭାଗରେ ମୂଷଳ ଧାରାରେ ବର୍ଷା ହେଉଛି
Synonyms : ଅନ୍ତବର୍ତ୍ତୀ, ମଝି, ମଧ୍ୟବର୍ତ୍ତୀ
Translation in other languages :
Being neither at the beginning nor at the end in a series.
Adolescence is an awkward in-between age.