Meaning : ମୁଣ୍ଡରେ ପିନ୍ଧା ଯାଉଥିବା ରତ୍ନ
Example :
ତାଙ୍କ ମଥାରେ ମଥାମଣି ଶୋଭା ପାଉଥିଲା
Translation in other languages :
Meaning : ମୁଣ୍ଡରେ ପିନ୍ଧା ଯାଉଥିବା ଏକ ଗହଣା
Example :
ତାହାର ମୁଣ୍ଡରେ ମୁଣ୍ଡଫୁଲ ସୁଶୋଭିତ ହେଉଥିଲା
Synonyms : ମୁଣ୍ଡଫୁଲ
Translation in other languages :
Meaning : ଯେଉଁ ଗହଣା ସ୍ତ୍ରୀମାନେ ମୁଣ୍ଡରେ ପିନ୍ଧନ୍ତି
Example :
ଅଶୋକ ବାଟିକାରେ ସୀତା ନିଜ ମଥାରୁ ମଥାମଣି ଓହ୍ଲାଇ ହନୁମାନଙ୍କୁ ଦେଇଥିଲା
Translation in other languages :