Subscribe
URL of the page has been copied to clipboard.
Meaning : ପ୍ରରୋଚନର କ୍ରିୟା ବା ଭାବ
Example : ନେତାମାନଙ୍କ ପ୍ରରୋଚନାରେ ଆସି କେତେକ ଲୋକ ନିଜନିଜ ମଧ୍ୟରେ ସଂଘର୍ଷ କଲେ
Synonyms : ପ୍ରବର୍ତ୍ତନା, ପ୍ରରୋଚନା
Translation in other languages :हिन्दी
भड़काने की क्रिया या भाव।
Meaning : ଉତ୍ତେଜିତକରିବା ବା ଉତ୍ତେଜନା କରିବାର ପ୍ରକ୍ରିୟା ବା ଭାବ
Example : ମୋହନ ରାମର ପ୍ରରୋଚନାରେ ସୋହନ ସହିତ କଳି ଆରମ୍ଭ କରିଦେଲା
Synonyms : ପ୍ରବର୍ତ୍ତନା, ପ୍ରରୋଚନା, ମତେଇବା
भड़काने या बढ़ावा देने की क्रिया या भाव।
Install App