Meaning : ସେହି ଉଚ୍ଚ ମଣ୍ଡପ ବା ସ୍ଥାନ ଯାହାଉପରେ ବସି ବା ଛିଡ଼ାହୋଇ ସର୍ବସାଧାରଣଙ୍କ ସମ୍ମୁଖରେ କୌଣସି କାର୍ଯ୍ୟ କରାଯାଏ ବା କିଛି କୁହାଯାଇଥାଏ
Example :
ନେତା ମଞ୍ଚ ଉପରେ ଆସୀନ ଥିଲେ
Synonyms : ପେଣ୍ଡାଲ୍, ମଞ୍ଚା, ଷ୍ଟେଜ
Translation in other languages :
A large platform on which people can stand and can be seen by an audience.
He clambered up onto the stage and got the actors to help him into the box.Meaning : ସଭାର ଅଧିବେଶନ ବା ଉତ୍ସବ ଆଦି ପାଇଁ ତିଆରି ହୋଇଥିବା ତମ୍ବୁ
Example :
ଦୟାକରି ଆପଣ ମାନେ ସଭାପତିଙ୍କ ପ୍ରସ୍ଥାନ ପରେ ହିଁ ପେଣ୍ଡାଲ ଛାଡ଼ନ୍ତୁ
Synonyms : ପେଣ୍ଡାଲ
Translation in other languages :
सभा के अधिवेशन या उत्सव आदि के लिए बनाया हुआ तंबू या खेमा।
कृपया आप लोग सभापति के प्रस्थान के बाद ही पंडाल छोड़ें।