Meaning : ମଜୁରିଆକୁ ମିଳୁଥିବା ମଜୁରି
Example :
ମଜୁରିଆ କୃଷକ ପାଖରୁ ମଜୁରି ନେବାକୁ ଆସିଛି
Synonyms : ପାରିଶ୍ରମିକ, ମୂଲ
Translation in other languages :
Something that remunerates.
Wages were paid by check.Meaning : ମୂଲିଆ କାମ
Example :
ଚିଖୁରୀ ମଜୁରି ଲାଗି ତା ପରିବାର ଭରଣ ପୋଷଣ କରୁଛି
Synonyms : ମୂଲ
Translation in other languages :
Meaning : ମଜୁରିଆକୁ ମିଳୁଥିବା ପାରିଶ୍ରମିକ
Example :
ସେ ପ୍ରତିଦିନ ଶହେ ଟଙ୍କା ମଜୁରି ନିଏ
Synonyms : ପାରିଶ୍ରମିକ, ମୂଲ
Translation in other languages :
Something that remunerates.
Wages were paid by check.Meaning : କେହିକିଛି ପରିଶ୍ରମ କଲେ ତା ବଦଳରେ ବା ପାରିତୋଷିକ ରୂପେ ଯେଉଁ ଧନ ଦିଆଯାଏ
Example :
ଉଚିତ୍ ପାରିଶ୍ରମିକ ନ ମିଳିବା କାରଣରୁ ଶ୍ରମିକମାନେ ହରତାଳ କରିଦେଲେ
Synonyms : ପାରିଶ୍ରମିକ, ମୂଲ୍ୟ, ଶ୍ରମମୂଲ୍ୟ
Translation in other languages :
वह धन जो किसी को कुछ परिश्रम करने पर उसके बदले या पारितोषिक आदि के रूप में दिया जाता है।
उचित पारिश्रमिक न मिलने के कारण श्रमिकों ने हड़ताल कर दी।Compensation received by virtue of holding an office or having employment (usually in the form of wages or fees).
A clause in the U.S. constitution prevents sitting legislators from receiving emoluments from their own votes.