Subscribe
URL of the page has been copied to clipboard.
Meaning : ବିବାହ ସମୟରେ କନ୍ୟାପକ୍ଷର ସ୍ତ୍ରୀମାନେ ଗାଉଥିବା ଗୀତ
Example : ସ୍ତ୍ରୀଲୋକଙ୍କ ସହିତ ବୁଢ଼ିମା ମଧ୍ୟ କଳସା ଗାଉଛି
Synonyms : କଳସା
Translation in other languages :हिन्दी
वे गीत जो विवाह के समय कन्यापक्ष की स्त्रियाँ गाती हैं।
Meaning : ମଙ୍ଗଳ ଅବସରରେ ବା କାହାରିକୁ ଶୁଭେଚ୍ଛା ଜଣାଇବା ଅବସରରେ ଗାନ କରାଯାଉଥିବା ଗୀତ
Example : ରାମ ଜନ୍ମ ହେବା ପରେ ଅଯୋଧ୍ୟାବାସୀ ବଧାଇଗୀତ ଗାଉଥିଲେ
Synonyms : ବଧାଇଗୀତ
मंगल अवसर पर या किसी को बधाई देने के लिए गाया जानेवाला गीत।
Install App