Meaning : ଶିଳର ଯେଉଁ ଉପର ଭାଗରେ ବଟା ହୋଇଥିବା ବସ୍ତୁ ଆଦି ରଖାଯାଏ
Example :
ସେ ଶିଳରେ ହଳଦୀ ବାଟିବା ଶିଳପୁଆକୁ ଧୋଇ ଶିଳମୁଣ୍ଡି ଉପରେ ରଖିଦେଲା
Translation in other languages :
Meaning : ନୌକାର ଆଗକୁ ଉଠିଥିବା କୋଣ
Example :
ନୌକାର ଆର ମୁଣ୍ଡରେ ବସିଥିବା ବାଳକ ଡରିଯାଇ ମଙ୍ଗକୁ ଧରିପକାଇଲା
Translation in other languages :