Meaning : ଗଙ୍ଗାର ଏକ ଉପନଦୀ
Example :
ମନ୍ଦାକିନୀ ହିମାଳୟରୁ ବହାରିଥିବା ଏକ ଛୋଟ ନଦୀ
Synonyms : ମନ୍ଦାକିନୀ
Translation in other languages :
गंगा की एक सहायक नदी।
मंदाकिनी हिमालय से निकलने वाली एक छोटी नदी है।Meaning : ଗୋଟିଏ ବର୍ଣ୍ଣ ବୃତ୍ତ
Example :
ମନ୍ଦାକିନୀର ପ୍ରତ୍ୟେକ ଚରଣରେ ଦୁଇ ନଗଣ ଏବଂ ଦୁଇ ରଗଣ କ୍ରମରେ ରହିଥାଏ
Synonyms : ମନ୍ଦାକିନୀ
Translation in other languages :