Meaning : ଗୋଟିଏ ମାତା ପିତାଙ୍କଠାରୁ ଉତ୍ପନ୍ନ କିମ୍ବା କୌଣସି ବଂଶର କୌଣସି ପିଢିର ବ୍ୟକ୍ତିପାଇଁ ମାତୃ ବା ପିତୃ କୁଳର ସେହି ପିଢିର ଅନ୍ୟ ବ୍ୟକ୍ତି ବା ଯାହାକୁ ଧର୍ମ,ସମାଜ, ଆଇନଆଦିର ଆଧାରରେ ଭାଇର ସ୍ୱୀକୃତି ମିଳିଥାଏ
Example :
ଶ୍ୟାମ ମୋ କକା ପୁଅ ଭାଇ
Translation in other languages :
A male with the same parents as someone else.
My brother still lives with our parents.Meaning : ଗୋଟିଏ ପିତାମାତାଙ୍କ ପାଖରୁ ଜାତ ପୁରୁଷ
Example :
ଶ୍ୟାମ ମୋର ନିଜ ଭାଇ
Synonyms : ଜନ୍ମିତ ଭାଇ, ନିଜ ଭାଇ, ଭାଇ, ସହୋଦର, ସୋଦର
Translation in other languages :
A male with the same parents as someone else.
My brother still lives with our parents.