Meaning : କୌଣସି ମାଙ୍ଗଳିକ କାର୍ଯ୍ୟରେ ବନ୍ଧୁବାନ୍ଧବ ଏବଂ ସାହିପଡ଼ିଶାଙ୍କୁ ଭୋଜିଭାତ ଖୁଆଇବା ବ୍ୟବସ୍ଥା
Example :
ସେ ଆଜି ସମସ୍ତଙ୍କୁ ପ୍ରୀତିଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି
Synonyms : ପ୍ରୀତିଭୋଜନ
Translation in other languages :
Meaning : ଏକାଧିକଲୋକ ଏକାଠି ବସି ଭୋଜନ କରୁଥିବା କ୍ରିୟା
Example :
ଆଜି ରାମ ଘରେ ଭୋଜି ଅଛି
Synonyms : ପଂକ୍ତିଭୋଜନ, ପଙ୍ଗତ, ଭୋଜିଭାତ
Translation in other languages :