Subscribe
URL of the page has been copied to clipboard.
Meaning : ଭେଦ ବା ଅନ୍ତର କରିବାବାଲା
Example : ଅତ୍ୟନ୍ତ ପ୍ରାରମ୍ଭିକ ସାମାଜିକ ବ୍ୟବସ୍ଥାରେ ଚର୍ମକୁ ଭେଦକ ଆଧାର ଭାବରେ ଗ୍ରହଣ କରାଯାଏ
Synonyms : ଭେଦକ
Translation in other languages :हिन्दी
भेद या अंतर करने वाला।
Meaning : ଭେଦିବା ବା ଛେଦିବା ବାଲା
Example : କିଛି ଭେଦକାରୀ କୀଟ କାଠର ଭିତରପଟୁ ଖାଇ ଯାଆନ୍ତି
भेदने या छेदने वाला।
Meaning : ଯେ ତରଳ ପଦାର୍ଥ ତଥା ଗ୍ୟାସକୁ ନିଜ ଭିତର ଦେଇ ଯିବାକୁ ଦିଏ
Example : ବେଙ୍ଗର ତ୍ୱଚା ପାରଗମ୍ୟ ହୋଇଥାଏ
Synonyms : ପାରଗମ୍ୟ, ଭେଦୀ
Translation in other languages :हिन्दी English
जो द्रव तथा गैस को अपने में से होकर जाने दे।
Allowing fluids or gases to pass or diffuse through.
Install App