Subscribe
URL of the page has been copied to clipboard.
Meaning : ଅଳଙ୍କୃତ କରାଯାଇଥିବା ବା ରତ୍ନଆଦିରେ ଯେ ସୁସଜ୍ଜିତ
Example : ସମାରୋହରେ ସ୍ୱର୍ଣ୍ଣାଭୂଷଣଦ୍ୱାରା ଅଳଙ୍କୃତ ମହିଳାଙ୍କ ଉପରେ ସମସ୍ତଙ୍କ ନଜର ପଡ଼ିଥିଲା
Synonyms : ଅଭିମଣ୍ଡିତ, ଅଳଙ୍କୃତ, ଆଭୂଷିତ, ବିଭୂଷିତ, ମଣ୍ଡିତ, ସଜ୍ଜିତ
Translation in other languages :हिन्दी
आभूषणों या गहनों से युक्त या अलङ्कृत।
Meaning : ଯେ ବସ୍ତ୍ର, ଗହଣାଆଦି ପିନ୍ଧିଛି
Example : ସଜ୍ଜିତ ମହିଳା ମଞ୍ଚ ଉପରେ ନୃତ୍ୟ କରୁଛି
Synonyms : ଅଭିଭୂଷିତ, ସଜ୍ଜିତ
जो वस्त्र, गहने आदि धारण किया हो।
Install App